ବରଗଡ: ଗୋବିନ୍ଦପାଲି ସ୍ଥିତ ଜନତା ଦରବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ
Bargarh, Bargarh (Baragarh) | Aug 19, 2025
ଜନତା ଦରବାରରେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରି ସମସ୍ୟା ଜଣାଇଲେ ଜନସାଧାରଣ | ବରଗଡ଼ ସ୍ଥିତ ଗୋବିନ୍ଦପାଳି ଠାରେ...