ଆଠମଲ୍ଲିକ: ଘରୁ ନାଗ ସାପ ଉଦ୍ଧାର.
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ହଣ୍ଡପା ଥାନା ବନିନାଳୀ ଗ୍ରାମର ନିରଞ୍ଜନ ସାହୁ ଙ୍କ ଘରୁ ଶନିବାର
ସନ୍ଧ୍ୟା 6.ଟା ରେ ଦିନ ଏକ ନାଗ ସାପ ଉଦ୍ଧାର କରା ଯାଇଛି l ବାହାର ଅଞ୍ଚଳ ରୁ ଏକ ନାଗ ସାପ ନିରଞ୍ଜନ ଙ୍କ ଘର ଭିତରୁ କୁ ପଳାଇ ଆସିଥିଲା । ପରେ ସାପ କୁ ନିରଞ୍ଜନ ଦେଖି ଘଉଡାଇ ଥିବା ବେଳେ ନାଗ ସାପ କୁ ତାଙ୍କ ଘରୁ ଯାଇ ନଥିଲା l ପରେ ସାପ ଟି ବାହାରି ନଥିବା ବେଳେ ନିରଞ୍ଜନ ଭୟ ରେ ଘରୁ ବାହାର କୁ ପଳାଇ ଆସିଥିଲେ । ପରେ କିପରି ସୁରକ୍ଷିତ ଅବସ୍ଥା ରେ ସାପ ଟି ଉଦ୍ଧାର ହେବ ସେ ନେଇ ନିରଞ୍ଜନ ସାପ ଉଦ୍ଧାର କାରୀ ମାଧପୁର ଅଞ୍ଚଳ ର ସିଦ୍