Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଛତ୍ରପୁର: ଲାଞ୍ଜିପଲୀ ସମେତ ବିଭିନ୍ନ ସ୍ଥାନରେ ନବରାତ୍ର ପୂଜାରେ ସାମିଲ ହେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

Chhatrapur, Ganjam | Sep 29, 2025
ମା ଙ୍କ ନବରାତ୍ରି ପୂଜା ଉତ୍ସବ ପାଇଁ ସବୁଠି ଏବେ ଉତ୍ସବ ମୁଖର। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିପଲୀ ସମେତ ମାଝି ଗାଁ ଓ ହିଞ୍ଜିଳା ପଲ୍ଲୀରେ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇ ଅଞ୍ଚଳର ଉନ୍ନତି କାମନା କରିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ସୋମବାର ସଂନ୍ଧ୍ଯାରେ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତି ପୀଠରେ ମା ଙ୍କ ଦର୍ଶନ କରିବା ସହ ଅଞ୍ଚଳର ଉନ୍ନତି କାମନା କରିଛନ୍ତି ମନ୍ତ୍ରୀ।

MORE NEWS