ହିନ୍ଦୋଳ: ହିନ୍ଦୋଳର ପାଇ ପୁରୁଣା କୋଟ ଓ କିନ୍ତିମିଲି ହାତୀ ପାଇଁ ରେଡ ଯୋନ, ଲୋକଙ୍କୁ ରାସ୍ତା ପାରି କଲେ ବନ କର୍ମଚାରୀ
Hindol, Dhenkanal | Sep 13, 2025
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ଜିଲ୍ଲାର ସର୍ବାଧିକ ହାତୀ ଯାତାୟତ କରୁଥିବା ବେଳେ ହାତୀ ହାବୁଡରେ ପଡି ବହୁ ଜୀବନ ଚାଲିଯାଇଛି ।...