ସୁନ୍ଦରଗଡ ସହର: ବିରବିରା ନିକଟରୁ ଧରୁଆ ଡିହି ପୋଲିସ ଦ୍ବାରା ମଦ ସହ ବାଇକ ଜବତ, ଅଭିଯୁକ୍ତ ବାଇକ ଓ ମଦ ଛାଡ଼ି ଫେରାର
Sundargarh Town, Sundargarh | Jul 22, 2025
ଆଜି ଜୁଲାଇ ମାସ 22 ତାରିଖ ମଙ୍ଗଳବାର ରାତି ପେଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ 9 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସର ନଜରକୁ...