ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ଲୋକ ମହୋତ୍ସବ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ଗୁରୁବାର ସକାଳେ ଭୀମଭୋଇ ଲୋକ ମହୋତ୍ସବ ପାଇଁ ସମସ୍ତ ପଞ୍ଚାୟତର ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇଛି । ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାରେ ଲୋକ ମହୋତ୍ସବ କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଆସନ୍ତା ୨୯ , ୩୦ ୩୧ ଓ ଫେବୃଆରୀ ୧ ତାରିଖରେ ଅଞଚଳର କଳା ସଂସ୍କୃତି , ପୁରାଣ ଓ ଐତିହ୍ୟ କୁ ନେଇ ଏହି ମହୋତ୍ସବ ରେଢ଼ାଖୋଲ କଦମ୍ବ ପଡ଼ିଆରେ ଅନୁ