ନାକଟିଦେଉଳ: ନାକଟିଦେଉଳ ମିନି ଷ୍ଟାଡିୟମରେ ଦୁଇ ଦିନିଆ ସାଂସଦ ଖେଳକୁଦ ମହୋତ୍ସବ ଉଦଘାଟିତ
ନାକଟିଦେଉଳ ମିନି ଷ୍ଟାଡିୟମରେ ଦୁଇ ଦିନିଊ ସାଂସଦ ଖେଳକୁଦ ମହୋତ୍ସବ ଉଦଘାଟିତ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମିନି ଷ୍ଟାଡିୟମ ଠାରେ ଗୁରୁବାର ସକାଳେ ଅନୁଷ୍ଠିତ ଦୁଇଦିନିଆ ସାସଂଦ ଖେଳ ମହୋତ୍ସବ ଉଦଘାଟନ ହୋଯାଇଛି ।ଏହାକୁ ନାକଟି ଦେଉଳ ବିଡ଼ିଓ କୁମାରୀ ଶୁଭ୍ରା ପଣ୍ଡା ପତାକା ଉତ୍ତୋଳନ କରି ଉଦଘାଟନ କରିଛନ୍ତି ।ଏହି ମହୋତ୍ସବରେ ନାକଟିଦେଉଳ ବ୍ଲକର 30ଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ୧୦୦ ମି.ଓ ୨୦୦ ମି. ଦୌଡ, ସର୍ଟ ଫୁଟ, ଡ଼ିସ କସ ଥ୍ରୋ, ଖୋଖ ଖୋଖ, ଏବଂ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା