Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଖଲ୍ଲିକୋଟ୍: କୋଠୀଶାଳ ଯାତ୍ରା ରେ ଖଲ୍ଲିକୋଟ ସହର ଭ୍ରମଣ କଲେ ମାଆ ମଙ୍ଗଳା

Khalikote, Ganjam | Oct 19, 2025
ତୁଳସୀପୁର ଗ୍ରାମ ର ମା ମଙ୍ଗଳା ଙ୍କ ପାରମ୍ପାରିକ ଯାତ୍ରା କୋଠିଶାଳ । ଦଶହରା ଦିନ ଗାଁ ଠାକୁରାଣୀ ମା ବ୍ରାହ୍ମଣୀ ଦେବୀ ଙ୍କ ଠାରୁ ଅନୁକୂଳ ଗୁଆ ସହିତ ବାଲୁଙ୍କେଶ୍ୱର ମନ୍ଦିର ରୁ ବାନା ଆସିବା ପରେ ମାଆଙ୍କ ଯାତ୍ରା ଆରମ୍ଭ ହୋଇଥାଏ । ଆଶ୍ୱିନ ମାସ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନ ହୋଇଥାଏ । ତେବେ ଆଜି ଅପରାହ୍ନ ସାଢ଼େ ୪ ଟା ସମୟରେ ମାଆ ମଙ୍ଗଳା ଙ୍କୁ ନେଇ ଭକ୍ତ ମାନେ ଖଲ୍ଲିକୋଟ ସହର ଭ୍ରମଣ କରିଥିଲେ । ସେପଟେ ସହର ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

MORE NEWS