ଲକ୍ଷ୍ମୀପୁର: କୁଟୁଣୀପଦର ଗ୍ରାମର ପ୍ରସିଦ୍ଧ ଶୈବ ପୀଠକୁ ନେଇ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାକୁ ନେଇ ପ୍ରତିକ୍ରିୟା ଦେଲେ ବିଧାୟକ
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଟୁଣୀପଦର ଗ୍ରାମର ପ୍ରସିଦ୍ଧ ଶୈବ ପୀଠର ବିକାଶ ଲାଗି ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆଜି ଦିନ ୩ଟା ସମୟରେ ଲକ୍ଷ୍ମୀପୁର ଠାରେ ପ୍ରତିକ୍ରିୟା ଦେଇଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା।