ମୟୂରଭଞ୍ଜ ଜିଲ୍ଲାର ୮୮ ଜଣ କିଶୋର-କିଶୋରୀ ଗୁରୁବାର ରାତିରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ (DSWO) କର୍ମକର୍ତ୍ତାଙ୍କ ସହ ଆନ୍ତଃ-ଜିଲ୍ଲା ଅନୁଭବ ଯାତ୍ରା ପାଇଁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି।ଆସନ୍ତାକାଲି ସେମାନେ ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର, ସରକାରୀ ଆଇଟିଆଇ ଏବଂ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିବେ।