ନୂଆପଡ଼ା ଉପନିର୍ବାଚନ ପ୍ରଚାର ଯୋଗଦେଲେ ସୁକିନ୍ଦାର ପୁର୍ବତନ ବିଧାୟକ ପ୍ରିତିରଞ୍ଜନ ଘଡାଇ । ସୂଚନା ମୁତାବକ ନୂଆପଡ଼ା ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ଓ ନିର୍ବାଚନୀ ପ୍ରଚାରରେ ବରିଷ୍ଠ ନେତାମାନଙ୍କ ସହ ସୁକିନ୍ଦାର ପୁର୍ବତନ ବିଧାୟକ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରି ବିଜୁ ଜନତା ଦଳ ପାର୍ଥିନୀ ସ୍ନେହାଙ୍ଗିନୀ ଚୁରିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବୁଧବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।