ଲୋଇସିଂହା ବ୍ଲକରେ ଭାରି ବର୍ଷା ସତର୍କତା ଆଗାମୀକାଲି ପାଇଁ IMD ର ୟେଲୋ ୱାର୍ଣିଂ ଜାରି ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଆଗାମୀ ୨୭ ଅକ୍ଟୋବର ୨୦୨୫ ରୁ ୨୮ ଅକ୍ଟୋବର ସକାଳ ୮.୩୦ ପର୍ଯ୍ୟନ୍ତ ଜିଲ୍ଲା ପାଇଁ ଭାରି ବର୍ଷା ସତର୍କତା ଜାରି କରାଯାଇଛି। ଏହି ସତର୍କତା ଅନୁସାରେ ବଲାଙ୍ଗୀର ଜିଲ୍ଲା, ବିଶେଷତଃ ଲୋଇସିଂହା ବ୍ଲକ ରେ ହେଭି ରେନଫଲ୍ (୭ ରୁ ୧୧ ସେ.ମି.) ହେବାର ସମ୍ଭାବନା ରହିଛି। ଜିଲ୍ଲାକୁ ଯେଲୋ ଆଲର୍ଟ ଜୋନ୍ ଭିତରେ ରଖାଯାଇଛି। ଅଧିକାରୀମାନେ ନାଗରିକମାନଙ୍କୁ ସତର୍କ ରହିବା, ଅବଶ୍ୟକ ନହେଲେ ବାହାରକୁ ନଯିବା ଓ ଜଳ ଜମା ଅଞ୍ଚଳ ରୁ ଦୂରେ ରହିବା ପାଇଁ ଅନୁରୋଧ କର