ସୋନପୁର: ସୁବଳୟା ରାଧାକୃଷ୍ଣ ମଠରେ ସୁନ୍ଦରା କାଣ୍ଡ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ
ସୂଚନା ଅନୁସାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ରାଧାକୃଷ୍ଣ ମଠରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସୁନ୍ଦରା କାଣ୍ଡ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁନାମଧନ୍ୟ ପରାୟଣ ଗାୟକ ସମ୍ପଦ ପୁଜାହାରୀ ବ୍ୟାସ ଆସନ ଅଳଙ୍କୃତ କରି ପରାୟଣ ଗାନ କରିଥିବା ବେଳେ, ତାଙ୍କ ସୁମଧୁର କଣ୍ଠ ଏବଂ ସୁନ୍ଦର ବ୍ୟାଖ୍ୟା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା l କାର୍ଯ୍ୟକ୍ରମ ରେ ହନୁମାନ, ଭିବିଷଣ ଏବଂ କୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ କଳା ପ