ଆଜି ଜାନୁଆରୀ 21 ତାରିଖ ମଧ୍ୟାହ୍ନ 12:15 ପାଖାପାଖି ସମୟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଗୁରୁତର ଚାଳକଙ୍କୁ ହାଇୱେ ପେଟ୍ରୋଲିଂ ଟିମ୍ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସଦର ପୋଲିସକୁ ସୂଚନା ଦେଇଥିବା ଜଣା ପଡିଛି।