ନର୍ଲା: ବିଲାଟ ଗ୍ରାମବାସୀ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ
ଆଜି ବୁଧବାର ଦିନ ରାତ୍ର ଆଠ ଘଣ୍ଟା ସମୟରେ ବିଲା ଟ ଗ୍ରାମବାସୀ ନର୍ଲା ଥାନା କୁ ଆସି ଥାନା ଅଧିକାରୀ ଙ୍କୁ ଭେଟି ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କ ନାମରେ ମିଥ୍ୟା ଅଭିଯୋଗ ଓ ବାରମ୍ବାର ଖବର ପ୍ରସାରଣ କରିବା ଦ୍ଵାରା ଅଞ୍ଚଳରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇଛି ଦୁର୍ନିତୀ ଗ୍ରସ୍ତ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି