ବାରିପଦା ମ୍ୟୁନିସିପାଲଟି: ଷ୍ଟେସନ ବଜାର ରୋଡରେ ହାଇୱା ଧକ୍କାରେ ଚାଲିଗଲା ପ୍ରଧାନ ଶିକ୍ଷୟତ୍ରୀଙ୍କ ଜୀବନ
ବାରିପଦା ସହରର ଷ୍ଟେସନ ବଜାର ରୋଡରେ ଏକ ହାଇୱା ଧକ୍କାରେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରର ସିଧେଶ୍ୱର ମିଶ୍ରଙ୍କ ପତ୍ନୀ ରତ୍ନପ୍ରଭା ଷଡ଼ଙ୍ଗୀ।