Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଖଲ୍ଲିକୋଟ୍: ଦାଦନ ଖଟିବାକୁ ଯାଇ ଆକ୍ରମଣ ର ଶିକାର ହେଲେ ପୁରୁଷୋତ୍ତମପୁର ଥାନା ଦାସିଆମାରୀପଲ୍ଲୀ ଗ୍ରାମର ଶ୍ରମିକ ପ୍ରଭାକର ନାହାକ

Khalikote, Ganjam | Sep 28, 2025
ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଗତ ୭ ମାସ ତଳେ ଦାଦନ ଖଟିବାକୁ ବେଙ୍ଗାଲୁରୁ ର ହିନ୍ଦିପୁର ଅଞ୍ଚଳ କୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଶ୍ରମିକ ଜଣଙ୍କ ପୁରୁଷୋତ୍ତମପୁର ଥାନା ଦାସିଆମାରୀପଲ୍ଲୀ ଗ୍ରାମର ପ୍ରଭାକର ନାହାକ । ତେବେ ଏ ସମ୍ପର୍କରେ ଆଜି ଅପରାହ୍ନ ୪ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାକରଙ୍କ ପତ୍ନୀ ସରସ୍ଵତୀ ନାହାକ ।

MORE NEWS