ଛତା ପିପଲ ଗ୍ରାମରେ ଏକ ଦୁଃଖଦ ଘଟଣା। କିଟନାଶକ ପିଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତିଙ୍କ ପରିଚୟ ସୁକ୍ରୁ ରଣା ବୋଲି ଜଣାପଡିଛି। ଆଜି ରାତି ପ୍ରାୟ ୯ଟା ସମୟରେ ମେଡ଼ିକାଲ ସୂତ୍ରରୁ ଏହି ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି। ଘଟଣାକୁ ନେଇ ଅଧିକ ତଦନ୍ତ