ବାଲିଗୁଡା ଥାନାରେ ଅଞ୍ଚଳରେ ଏକ ମହିଳାଙ୍କୁ ବିଭିନ୍ନ ଅଶ୍ୱୀଳ ଭାଷାରେ ଗାଲିଗୁଲଜ ସହ ମନ୍ଦ ଉଦ୍ୟେଶ ବିଭିନ୍ନ ପ୍ରକାର ଖରାପ ଭାଷାରେ ଦୁର୍ବ୍ୟବହାର ଦେଖାଇବାନେଇ ବାଲିଗୁଡା ଥାନା ରେ ମଙ୍ଗଳବାର ଦିନ 11ଘଣ୍ଟିକା ଅଭିଯୋଗ ହଇଛି , ଏହି ଅଭିଯୋଗ ପରେ ବାଲିଗୁଡା ଥାନା ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ କରାଯାଇଛି, ଯେହେତୁ ମହିଳା ଅଭିଯୋଗ କରିଛନ୍ତି, ଏବଂ ଦୁର୍ବ୍ୟବହାର ହଇଛି ଏଵଂ ଅଶ୍ୱୀଳ ଭାଶା ପ୍ରୟଗ ହଇଥିବା ଅଭିଯୋଗ ହଇଛି ଏଣୁ ମହିଳାଙ୍କ ପରିଚୟ ଦେବାକୁ ବାରଣ କରାଯାଇଛି