ଆଠମଲ୍ଲିକ: କାର ବାଇକ ଜବତ ୨ ଗିରଫ
ଅନୁଗୋଳ ଜିଲ୍ଲା ଠାକୁରଗଡ ଅଞ୍ଚଳ ରେ ବୁଧବାର ଦିନ ଠାକୁରଗଡ ପୋଲିସ ଗାଡି ମଟର ଯାଞ୍ଚ କରିଛି । ଉଭୟ ପାର୍ଶ୍ଵ ରୁ
ଆସୁଥିବା ସମସ୍ତ ଗାଡି ଗୁଡିକ କୁ ଅଟକାଇ ଯାଞ୍ଚ କରିଥିଲା । ଏହି ସମୟ ରେ ମଦ୍ୟପାନ କରି କାର ଚଳଉଥିବା ଅଭିଯୋଗ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ଦିବାକର ବେହେରା ଙ୍କୁ ଗିରଫ କରିଛି । ଏଥିସହ ତାଙ୍କ କାର ନମ୍ବର (ଓଡ଼ି ୧୫ ଡବ୍ଲୁ ୫୦୭୨ ) କୁ ଜବତ କରାଯାଇଛି । ଏ ନେଇ ନମ୍ବର ୨୬୭/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ସେହି ପରି ମଦ୍ୟପାନ କରି ବାଇକ ଚଳଉଥିବା ଅଭିଯୋଗ ରେ ବିନିକେଇ ଅଞ୍ଚଳ ର ମିଟୁ ବେହେରା ଙ୍କୁ ଗିରଫ କରା ଯାଇଛି । ଏଥିସହ ତ