ସୋନପୁର: ସଦର ବସଷ୍ଟାଣ୍ଡ ଠାରେ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତୀଭାଗିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
୬୯ତମ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତୀଭାଗିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟା 5.30 ରୁ 7.୦୦ ମଧ୍ୟରେ ସୋନପୁର ଜିଲ୍ଲା ରୁ ୧୪ବର୍ଷ ରୁ କମ ବାଳକ ବାଳିକା ୨୩ ଜଣ ଖେଳାଳି କେନ୍ଦୁଝର ଠାରେ ହେଉଥିବା ରାଜ୍ୟ ସ୍ତରୀୟ ଖୋଖୋ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୋନପୁର ଓ ଭଦ୍ରକ ଖେଳରେ 27 ପଏଣ୍ଟ ସୋନପୁର ବିଜୟୀ ହୋଇଥିଲା । ଏହି ଅବସରରେ ଆଜି ଖୋଖୋ ଖେଲାଳି ସୋନପୁର ବସଷ୍ଟାନରେ ପହଞ୍ଚିବା ବେଳେ ତାଙ୍କୁ ନୂତନ ଭାବେ ଚୟନ ହୋଇଥିବା ଜିଲ୍ଲାର ବିଦ୍ୟାଳୟ କ୍ରୀଡା ଅଧିକାରୀ ବାଳାଜି ବିଶ୍ବନାଥ ପୂର୍ବତନ ସୋନପୁର ବ୍ଳକ କ୍ରୀଡା ସଂପାଦକ ଯଶୋବନ୍ତ ପୁଟେଳ,