ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟରେ 'ଶିଶୁ ପାଇଁ ଦିନଟିଏ' ସମ୍ପର୍କିତ ଶିଶୁ ସୁରକ୍ଷା କମିଟି ଓ ଟାସ୍କଫୋର୍ସର ତ୍ରୟମାସିକ ବୈଠକ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ 'ଶିଶୁ ପାଇଁ ଦିନଟିଏ' ସମ୍ପର୍କିତ ଶିଶୁ ସୁରକ୍ଷା କମିଟି ଓ ଟାସ୍କଫୋର୍ସ ର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ବାରଟା ସମୟରେ ଜିଲ୍ଲା ପ୍ରଶାସନ DSWO ସେକ୍ସନ ପକ୍ଷରୁ ଜିଲ୍ଲା କାର୍ଯ୍ୟଳୟରେ ଆଜି ଦିନ ବାରଟା ସମୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୌଠକରେ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ତଥା ଅଂଶୀଦାର ସମୂହ ଓ ଶିଶୁ ସୁରକ୍ଷା ସମ୍ପର୍କତ କମିଟିର କାର୍ଯ୍ୟକାରିତା ଇତ୍ୟାଦି ଉପରେ ଜିଲ୍ଲାପାଳ