ପାଲଲହଡା: ରେଙ୍ଗାଳୀ ଠାରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଲେ ବିଧାୟକ
ରେଙ୍ଗାଳୀ ସରସ୍ବତୀ ଶିଶୁ ମନ୍ଦିର ଓ ଲାୟନ୍ସ କ୍ଲବ ମିଳିତ ସହଯୋଗରେ ସ୍ବର୍ଗତ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ରବିବାର ସକାଳ ୧୦ ଘଟିକା ସମୟରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ପ୍ରତିକ୍ରିୟା ।