ସରାପାଲି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉସ୍ଚବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ସରା ପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏଯ ଶ୍ରୀ ଉସ୍ଚବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସ୍ବରୁପା ରାଣୀ ସାହୁ , ବକ୍ତା ଭାବେ ବାଟଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନିତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ , ସମ୍ମାନିତ ଅତିଥି ଭାବେ ବିଡ଼ିଓ ଆକାଶ ରଂଜନ ସାହୁ , ବ୍ଳକ ଶିକ୍ଷା ଅଧିକାରୀ ବିଜୟ ପାତ୍ର , ସରାପାଲି ସରପଞ୍ଚ , ଚିମିନି ବାରିକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷା ବ୍ୟବସ