ପାଟଣାଗଡ: ଖପ୍ରାଖୋଳ ଗସ୍ତରେ ଯାଇ ତୁର୍ଲା ରେ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ
ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ ବୁଧବାର ଖପ୍ରାଖୋଳ ଗସ୍ତ କରି ରେଙ୍ଗାଲି ଭାନପୁର ପଞ୍ଚାୟତ ର ବିଭିନ୍ନ ଗ୍ରାମ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।ଏହାକୁ ନେଇ ତୁର୍ଲା ରେ ମଧ୍ୟାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ