ଭୋଗରାଇ: କୁମ୍ଭୀରଗଡି ପଞ୍ଚାୟତରେ ସୁବର୍ଣ୍ଣରେଖା ନଦୀର ପଞ୍ଚମ ବନ୍ୟାର ସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କଲେ ଭୋଗରାଇ ତହସିଲଦାର
Bhograi, Balasore | Jul 28, 2025
କୁମ୍ଭୀରଗଡି ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର । ଭୋଗରାଇର ୧୮ ପଞ୍ଚାୟତର ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ । ଗତକାଲି ଠାରୁ...