ଲାଞ୍ଜିଗଡ: ସ୍ବାମୀ ଦାଦନ ଖଟିବାକୁ ରାଜ୍ୟ ବାହାରେ, ୫ ବର୍ଷର ଶିଶୁ କୁ ଛାଡି ଢୋଲପାସ୍ ତେନ୍ତୁଳିପଡାର ମହିଳା ନିଖୋଜ, ଥାନାର ଦ୍ବାରସ୍ଥ ପରିବାର
Lanjigarh, Kalahandi | Aug 6, 2025
ଥୁଆମୁଳ ରାମପୁର ଥାନାରେରେ ଜନୈକ ମହିଳା ନିଖୋଜ ନେଇ ବୁଧବାର ଅପରାହ୍ନ ୫ଟା ବେଳେ ଏକ ଅଭିଯୋଗ ହେଇଛି ପୁଲିସ ଥାନା ଅଧୂନସ୍ଥ ଅଡ୍ରି ପଂଞ୍ଚାୟତ...