କୋଟପାଡ: କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି
କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜି ଭୋର ସକାଳୁ ନl ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥିବା ବେଳେ କୋଟପାଡ଼ , ବାରିଗିମ୍ମା ବୈପାରୀଗୁଡା ଏବଂ କୁନ୍ଦୁରା ଅଂଚରେ ପାଳିତ ହୋଇଯାଇଛି l ପ୍ରଶାସନ ପକ୍ଷରୁ ସମସ୍ତ ପୁଷ୍କରିଣୀ ଏବଂ ନଦୀ ଘଟରେ ବ୍ୟବପ ବ୍ୟବସ୍ଥା ରହିଛି l ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରବା ତଥା ଭାତୃଭାବର ଆଦାନ ପ୍ରଦାନ ପାଇଁଁ ଏହି ଉତ୍ସବ କେବଳ ଭାଇଚାରାର ପ୍ରତୀକ ରୂପେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି