ଜୁନାଗଡ: ଆଟିଗାଁ ବିଶ୍ୱାଳ ପଡା ରେସାମାନ୍ୟ ବଚସା ରୁ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୫ ଅଭିଯୁକ୍ତ କୋର୍ଟ ଚାଲାଣ
Junagarh, Kalahandi | Aug 31, 2025
ଜୁନାଗଡ଼ ଥାନା ଆଟିଗାଁ ବିଶ୍ୱାଳ ପଡା ରେ ଗତକାଲି ଶନିବାର ମଧ୍ୟାହ୍ନ ରେ ଜଣେ ନିଶାଶକ୍ତ ଯୁବକ ଙ୍କ ସହ ସାମାନ୍ୟ ବଚସା ହେବାରୁ ଯୁବକଙ୍କୁ...