ତ୍ରୀବଣପୁର ଗ୍ରାମରେ ଲୋକଙ୍କ ଜୀବନ ପ୍ରତି ବିପଦ ସାଜିଛି ମୁକୁଳା ଟ୍ରାନ୍ସଫରର୍ମର. ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ତ୍ରିବଣପୁର ଗାଁ ରେ ରାସ୍ତାକୁ ଲାଗି ରହିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫରର୍ମର୍ ଲୋକେ ଅସୁରକ୍ଷିତ । ଏଠାରେ ବିଦ୍ୟୁତ୍ ବିଭାଗର ଟ୍ରାନସଫରମର ଲାଗିଛି ସତ କିନ୍ତୁ ସୁରକ୍ଷା ବାଡ ନଥିବାରୁ ମୁକୁଳା ହୋଇ ପଡ଼ି ଥିବା ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଟ୍ରାନସଫରମର ମୁକୁଳା ହୋଇ ପଡ଼ିଥିବାରୁ ସେଥିରେ ବିଦ୍ୟୁତ୍ କନେକ୍ସନ୍ ବେଳେ ସ୍ପାର୍କି ହେଇ ନିଆଁ ଜଳୁଛି ତେଣୁ କୋୖଣସି ଅଘଟଣ ନେହେବ କହି ହେବ ନାହିଁ ।