ଗତ ଏପ୍ରିଲ ମାସରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଆଜିକୁ ଅକ୍ଟୋବର ମାସ ସରିବାକୁ ବସିଲାଣି ହେଲେ ସୁଦ୍ଧା କୌଣସି ପରୀକ୍ଷା ଫଳ ପ୍ରକାଶିତ ନ ହେବା ଦୁଃଖ ଓ ପରିତାପର ବିଷୟ। ଏନେଇ ବାରମ୍ବାର ବିଭାଗ ଓ ଅଧକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନନେବା ଅଭିଯୋଗରେ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଦିନ ପ୍ରାୟ ୧୧ଟାରୁ ଆମରଣ ଅନଶନରେ ଧାରଣାରେ ବସିଛନ୍ତି ଚାରି ବିଭାଗର ଛାତ୍ର ଛାତ୍ରୀ।