ଟିଟିଲାଗଡ: ଟିଟିଲାଗଡ଼ ଶ୍ରୀରାମ ପ୍ରଭାତ ଫେରି ମଣ୍ଡଳୀ ଦ୍ୱାରା ନାନୀ ବାୟୀ ମାୟେରା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ।
Titlagarh, Balangir | Jul 26, 2025
ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ "ନାନୀ ବାଇ ମାୟେରା" କାର୍ଯ୍ୟକ୍ରମ ଟିଟିଲାଗଡ଼ ଶ୍ରୀରାମ ପ୍ରଭାତ ଫେରି ମଣ୍ଡଳୀ ଦ୍ୱାରା ଆୟୋଜିତ...