ଟିଟିଲାଗଡ: ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ବିଧାୟକ ଶ୍ରୀଯୁକ୍ତ ନବୀନଜୈନ ଓ ବିଜେପି କର୍ମୀ ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ୧୨୮ ତମ ମନକିବାତ କାର୍ଯ୍ୟକ୍ରମ
ଏକ ଭାରତ ଶ୍ରେଷ୍ଟ ଭାରତ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତା ଏବଂ ଜନସାଧାରଣଙ୍କ ସହ ମିଶି ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୧୨୮ ତମ ସଂସ୍କରଣ ଶୁଣି ଥିଲେ।