ବୌଦ୍ଧ ସଦର: ବଡବନ୍ଦ ଗ୍ରାମ ରାସ୍ତା ଓ ଜଙ୍ଗଲରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢାଉରେ ବିପୁଳ ପୋଚ ସହ ମଦ ନଷ୍ଟ, ଦୁଇ ଗିରଫ
Baudh Sadar, Boudh (Bauda) | Jun 25, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ପ୍ରlପ୍ତ ସୂଚନା ଅନୁସାରେ l ବିଶେଷ ସୂତ୍ରରୁ ଖବର ପାଇ ଆଜି ମାଧ୍ୟ୍ୟନ୍ହ ସମୟରେ...