ଦିଲ୍ଲୀରେ ସମ୍ବଲପୁର ଜିଲ୍ଲା ଧମାର ଚାଷୀ ସମ୍ମାନିତ ଦିଲ୍ଲୀ ରେ ଆୟୋଜିତ ମିଳେନିଅମ ଫାର୍ମର ଅଫ ଇଣ୍ଡିଆ ୨୦୨୬ ଆୱାର୍ଡ ସମାରୋହରେ ସମ୍ବଲପୁର ଜିଲ୍ଲା ଧମା ର ଚାଷୀ ଲୋକନାଥ ମିଶ୍ର ସମ୍ମାନିତ ହୋଇଛନ୍ତି,ଆଇ ସି ଏସ ଆର୍ ପଡିଆ ରେ କୃଷି ଜାଗରଣ ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସରା ଦେଶ ର ପ୍ରାୟ ୩୦୦ ଚାଷୀ ଙ୍କୁ ଫାର୍ମର ଅଫ୍ ଦି ଇଅର ଭାବେ ସମ୍ମାନିତ କରାଯାଇଛି,ଅନୁଷ୍ଠାନ ର ଫାଉଣ୍ଡର ଏମ ସି ଡୋମ୍ନିକ ଓ ଡାଇରେକଟର ସାଇନି ଡୋମନୈକ୍ ଯୋଗ ଦେଇ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସହ ଜୈବିକ ଚାଷ,ଜଳ ସଂରଖ୍ୟନ,ଉତ୍କୃଷ୍ଟ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେ