ରେଢାଖୋଲ: କିସିଣ୍ଡାରେ ଟ୍ରାକ୍ଟର ଡ଼୍ରାଇଭରଙ୍କ ବେପରୁଆ ଗାଡି ଚାଳନା, ଅଳ୍ପକେ ବର୍ତ୍ତିଲେ 20 ଜଣ ମହିଳା ଶ୍ରମିକ
Rairakhol, Sambalpur | Aug 1, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ କିସିଣ୍ଡା ଛକ ଠାରେ ଶୁକ୍ରବାର ସକାଳେ ଏକ ଟ୍ରାକ୍ଟର ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ...