ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ,ଯୋଗ ଦେଲେ ନୀଳଗିରି ବିଧାୟକ
Baleshwar M, Balasore | Sep 5, 2025
ଆଜି ପବିତ୍ର ଗୁରୁଦିବସ ଅବସରରେ ଜିଲ୍ଲା ଶିକ୍ଷା ବିଭାଗ,ବାଲେଶ୍ୱର ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ପୂର୍ବାହ୍ନ ୧୧.୩୦ ମିନିଟ...