ପଟ୍ଟାଙ୍ଗୀ: ସେମିଳିଗୁଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ଫଦ ମେଳା କାର୍ଯ୍ଯକ୍ରମ ଅନୁଷ୍ଠିତ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ବେକାରରେ ନରହି ଆୟ କରି ନିଜର ଜୀବିକାକୁ ନିଜ ବୁଦ୍ଧିରେ ଚାଷ କରି ପରିବାର ପୋଷଣ ପାଇଁ ପ୍ରାଣୀ ବିଭାଗ ର କାର୍ଯ୍ୟାଳୟ ମାଧ୍ୟମରେ ଅନେକ ପ୍ରକାରର ଚାଷ କରି ଲୋକେ ଉପକୃତ ହବା ପାଇଁ କୋଟି କୋଟି ଟଙ୍କାର ଲୋନ ଚାଷୀଙ୍କୁ ଚାଷ କରିବା ପାଇଁ ଯୋଗାଇ ଦେଇଥିବା ହେତୁ ଲୋକଙ୍କୁ ସଚେତନ କରେଇବା ନିମନ୍ତେ ଓ ଚାଷ କରିବା ପାଇଁ ଚାଷୀଙ୍କୁ ଚାଷ ଅନୁଯାଇ ପଇସା ଦେବା ପାଇଁ ସେମିଳିଗୁଡା ଠାରେ ପ୍ରାଣି ବିଭାଗ ଦ୍ୱାରା ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ଫଦ ମେଳା ୨୦୨୫ ଆୟୋଜନ.