ଫୁଲବାଣୀ ସହର: ଚକାପାଦ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ପଣ୍ଡ୍ରିମାଲା ରୁ ଜଣେ ଗଂଜେଇ ମାଫିଆ କୁ ଧରିବା ସହ 9.600 ଗ୍ରାମ ଗଂଜେଇ ଓ ଏକ ବାଇକ ଜବତ କରିଛି
Phulabani Town, Kandhamal | Sep 13, 2025
ଚକାପାଦ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ପଣ୍ଡ୍ରିମାଲା ରୁ ଜଣେ ଗଂଜେଇ ମାଫିଆ କୁ ଧରିବା ସହ 9.600 ଗ୍ରାମ ଗଂଜେଇ ଓ ଏକ ବାଜାଜ ପଲସର ଗାଡି...