ଭିଜିଲାନ୍ସ ଆଉ ବନ ବିଭାଗ ର ଟିମ୍ ତରଫରୁ କରତ କଳରେ ଚଢାଉ। ବହୁ ମୂଲ୍ୟବାନ କାଠ ଜବତ ସହ ବହୁ ସରଞ୍ଜାମ ଜବତ କରାଯାଇଛି। ବ୍ରହ୍ମପୁର ରେଞ୍ଜରୁ ମାତ୍ର ୧୦ କିଲୋ ମିଟର ଦୂରରେ ଥିବା ସଦର ଥାନା ଅନ୍ତର୍ଗତ ଫାଦ୍ରି ଗ୍ରାମରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ମଧ୍ୟାହ୍ନରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।