ଢେଙ୍କାନାଳ ସଦର: ଗଣେଶ ବଜାରରୁ ଅଚିନ୍ତା ମୃତଦେହର ପରିଚୟ ମିଳିଲା, ପିଟିପିଟି ହତ୍ୟା ଅଭିଯୋଗ କଲେ ସଂପର୍କିୟ
Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ଟାଉନ ଥାନା ଗଣେଶ ବଜାର ନିକଟରୁ ଆଜି ସକାଳେ ପୋଲିସ ଏକ ମୃତ ଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।...