ବଲାଙ୍ଗୀର ଜିଲ୍ଲାର ମଣ୍ଡଲ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଚଳନ୍ତା ବାଇକରୁ ଖସି ପଡି ମହିଳା ଜଣେ ଗୁରୁତର ହୋଇଛନ୍ତି। ମହିଳାଙ୍କ ପରିଚୟ ସତ୍ୟ ବତୀ ନିଆଲ ବୋଲି ଜଣାପଡିଛି। ତାଙ୍କର ମୁଣ୍ଡ ରେ ଗଭୀର ଆଘାତ ହୋଇଥିବା ବେଳେ ସ୍ଥାନୀୟମାନେ ତାଙ୍କୁ ତୁରନ୍ତ ଭୀମ ଭୋଇ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରମାନଙ୍କ କହିବା ଅନୁଯାୟୀ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି କିନ୍ତୁ ତାଙ୍କର ମୁଣ୍ଡ ରେ ଘବୀର ଆଘାତ ଲାଗିଛି