ନାକଟିଦେଉଳ: ଉପରମୁଣ୍ଡା ଗ୍ରାମରେ ଜାତୀୟ ଦୈାଡ ଯୁକ୍ତ ସନ୍ତରଣ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା
ଉପରମୁଣ୍ଡା ଗ୍ରାମରେ ଜାତୀୟ ଦୈାଡ ଯୁକ୍ତ ସନ୍ତରଣ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା lସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଉପର ମୁଣ୍ଡାରେ ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ବିଜେତା ଅମିୟ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଜାତୀୟ ସ୍ତରରେ ବ୍ରୋଞ ପଦକ ଜିତାଥିବା ବେଳେ । ବର୍ତ୍ତମାନ ସେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଏନେଇ ସୋମବାର ସକାଳେ ଉପର ମୁଣ୍ଡା ଗ୍ରାମରେ ଅମିୟ ପ୍ରଧାନ ଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧନା ଦେଇଥିଲେ ।