ପଦ୍ମପୁର: ପଦ୍ମପୁର ସହର ରାଜବାଟି ପଡ଼ିଆ ସମ୍ମୁଖରେ "ଏକ ଦିନ ଏକ ଘଣ୍ଟା ଏକ ସାଥ" କାର୍ଯ୍ୟକ୍ରମ ଅନୁଷ୍ଠିତ
ବର୍ତ୍ତମାନ ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ଆଜି ଗୁରୁବାର ସକାଳ ୬ଟା ୩୦ ମିନିଟ ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ତତ୍ୱାବଧାନରେ ପଦ୍ମପୁର ସହର ରାଜବାଟି ପଡ଼ିଆ ସମ୍ମୁଖରେ "ଏକ ଦିନ ଏକ ଘଣ୍ଟା ଏକ ସାଥ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତେ ଝାଡୁ ଧରି ମଇଳା ଆବର୍ଜନା ସଫାକରିବା ସହ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ chairmen, vice chairmen, ଓ ସମସ୍ତ କାଉନସିଲର ଙ୍କ ସମେତ ବିଜ୍ଞାପିତ ଅଞ୍ଚ