ବାମରା ବ୍ଲକ ଅଫିସ ପରିସର ରେ ଜିଲ୍ଲା ପରିଷଦ ପାଣ୍ଠି ରୁ ସୁଭଦ୍ରା ଶକ୍ତି କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ଏଥିରେ ଜନ ପ୍ରତିନିଧିଙ୍କୁ ନ ଡାକି ଅଣଦେଖା କରାଯାଇଥିବା ବେଳେ ବାମରା ବିଡ଼ିଓ ପୁଷ୍ପକ ପ୍ରଧାନ ବ୍ୟକ୍ତିଗତ ଆକ୍ରୋଶ କରି ଏପରି କରିଥିବା ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାୟକ ରାତି ୮ ଟାରେ ବାମରା ଠାରେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।