ବାଲୁଗାଁ: ମା ନିମନ୍ତେ ଗଛଟିଏ ମାଧ୍ୟମରେ ୭୫ ତମ ବନମହୋତ୍ସବପାଳନ @####<nis:link nis:type=user nis:id= nis:value=ବାଲୁଗାଁ nis:enabled=false nis:link/>**
ମା ନିମନ୍ତେ ଗଛଟିଏ ମାଧ୍ୟମରେ ୭୫ ତମ ବନମହୋତ୍ସବ ପାଳନ ବାଲୁଗାଁ,୫-୭-୨୦୨୪: ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷା କଳ୍ପନା ଦାଶ ଙ୍କ ନେତୃତ୍ବରେ ମା ନିମନ୍ତେ ବୃକ୍ଷ ଟି ବାର୍ତ୍ତା ସହିତ ୭୫ ତମ ବନମହୋତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ର ରେଞ୍ଜର ଅଫିସର୍ ରଶ୍ମିତା ଜେନା,ଲିପିନା ପାଇକରାୟ,ପୁଷ୍ଫିତା ଶ୍ରୀଚନ୍ଦନ ପ୍ରଭୃତି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ।