ପଶ୍ଚିମବଙ୍ଗ ରାଜ୍ୟପାଳ ଡ଼ଃ ସିଭି ଆନନ୍ଦ ବୋଷ ୩ଦିନିଆ ରାଇରଙ୍ଗପୁର ଗସ୍ତରେ ସୋମବାର ଦିନ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ପରିଦର୍ଶନ କରିଛନ୍ତି। କୋଲକାତାରୁ ବାହାରି ଝାଡ଼ଖଣ୍ଡର ଟାଟାନଗର ହୋଇ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଇରଙ୍ଗପୁରରେ ଆସି ପହଁଚିଥିଲେ।