ମନରେଗା ବଞ୍ଚାଅ ନେଇ କଂଗ୍ରେସର ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ କୋରାପୁଟ ସହର...ଆଜି ଵାର ଟା ବାଜି ତିରିଶି ମିନିଟ୍ ସମୟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ଓ ରାଜ୍ୟ ମହିଳା ସଭାନେତ୍ରୀଙ୍କ ନେତୃତ୍ୱରେ ଆଜି କୋରାପୁଟ ସହରର ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ନାମ ପରିବର୍ତ୍ତନ ସହ ଯୋଜନାକୁ ପରିବର୍ତନ କରାଯାଇଥିବା ନେଇ ଦିନିକିଆ ଉପବାସ ସହ ସାଙ୍କେତିକ ପ୍ରତିବାଦ କରାଯାଇଛି। କେନ୍ଦ୍ର ସରକାର ଏହା ଉପରେ ଯଦି ପୁନର୍ବିଚାର ନ କରନ୍ତି