ଜି ଉଦୟଗିରି: କଳିଙ୍ଗା ଘାଟିରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଚଳାଚଳ ନେଇ ଖୁସି, ସ୍ଥାନୀୟ ଲୋକେ ।କିନ୍ତୁ ଭାରି ଯାନ ବାହାନ ଚଳାଚଳ ପାଇଁ କଲେ ଦାବୀ
କଳିଙ୍ଗା ଘାଟିରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଚଳାଚଳ ନେଇ ଖୁସି ଅଛନ୍ତି ସ୍ଥାନୀୟ ଲୋକେ ।କିନ୍ତୁ ଭାରି ଯାନ ବାହାନ ଚଳାଚଳ ପାଇଁ ଅନୁମତି ଦେଲେ ଉପକୃତ ହେବେ ବୋଲି ଲୋକେ ଦାବି କରିଛନ୍ତି।