ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ମହିମା ସ୍ନାତକ ମହାବିଦ୍ୟାଳୟ, ବିଜାପାଲି ଠାରେ ଆଜି ସକାଳ ଏଗାରଟା ସମୟରେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ରିଜର୍ବ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ,ପଞ୍ଚଗାଁ ଶାଖାର ମିଳିତ ସହଯୋଗରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିମା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଭାରତୀୟ ରିଜର୍ବ ବ୍ୟାଙ୍କ ଭୁବନେଶ୍ୱର ଶାଖାର ଏଲ.ଡ଼ି.ଓ ଶ୍ରଦ୍ଧା ଟପନୋ, ଶିରପାଣି ନାୟକ,ଷ୍ଟେଟ ବ୍ୟାଙ୍କର ବିତ୍ତୀୟ